or_obs-tn/content/15/13.md

1.6 KiB

ଯେତେବେଳେ ଯିହୋଶୂୟ ଏକ ବୟସ୍କ ବ୍ୟକ୍ତି ଥିଲେ 

ଏହା କହିବା ସ୍ପଷ୍ଟ ହୋଇପାରେ ,''ଅନେକ ବର୍ଷପରେ, ଯେତେବେଳେ ଯିହୋଶୂୟ ବହୁତ ବୟସ୍କ ବ୍ୟକ୍ତି ହେଲେ" । ଯିହୋଶୂୟ 100 ବର୍ଷରୁ ଅଧିକ ଏହି ସମୟରେ ଥିଲେ ।

ପରମେଶ୍ଵରଙ୍କ ପ୍ରତି ବିଶ୍ଵସ୍ତ ରହିଲେ  

ଅନ୍ୟ ଅର୍ଥରେ, ସେମାନେ ପରମେଶ୍ଵରଙ୍କ ପ୍ରତି ବିଶ୍ଵସ୍ତ ରହିବେ । ସେମାନେ କେବଳ ଏକମାତ୍ର ପରମେଶ୍ଵରଙ୍କୁ ଉପାସନା ଓ ସେବା କରିବେ; ସେମାନେ ଅନ୍ୟ ଦେବତାମାନଙ ଉପାସନା କିମ୍ବା ସେବା କରିବେ ନାହିଁ ।

ତାଙ୍କ ବ୍ୟବସ୍ଥାକୁ ଅନୁସରଣ କରିବେ 

ଏହି ଅର୍ଥ ଯେ ଲୋକମାନେ ଆଜ୍ଞା ପାଳନ କରିବେ ଯାହା ପରମେଶ୍ଵର ସେମାନଙ୍କୁ ନିୟମର ଏକ ଅଂଶ ଭାବେ ପୁର୍ବରୁ ଦେଇଥିଲେ ।

ଏକ ବାଇବଲରୁ କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: