or_obs-tn/content/15/12.md

1.1 KiB

ପରମେଶ୍ଵର ଭୂମି......ଦେଲେ 

ଏହା ଏହିପରି ଅନୁବାଦ କରାଯାଇପାରେ,''ପରମେଶ୍ଵର ନିଯୁକ୍ତ କରିଥିବା ପ୍ରତ୍ୟକ ଗୋଷ୍ଠିକୁ ତାଙ୍କର ନିଜ ଅଂଶକୁ ଦେଲେ''କିମ୍ବା''ପରମେଶ୍ଵର ନିଷ୍ପତ୍ତି କଲେ ଯେ ପ୍ରତିଜ୍ଞାତ ଦେଶର କେଉଁ ଅଂଶରେ ପ୍ରତ୍ୟେକ ଇସ୍ରାଏଲୀୟ ଗୋଷ୍ଠୀ ରହିବେ." ।

ଇସ୍ରାଏଲ ଏହାର ସୀମାରେଖାରେ ଶାନ୍ତି ସହ ରହିବାକୁ ଦେଲେ  

ଏହା ଏହିପରି ଅନୁବାଦ କରାଯାଇପାରେ,''ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ଅନୁମତି ଦେଲେ ଯେ ତାଙ୍କ ଚାରିଆଡେରହୁଥିବା ଅନ୍ୟଲୋକସମୁହ ସହ ଶାନ୍ତି ଅନୁଭବ କରିବାକୁ ''କିମ୍ବା''ଇସ୍ରାଏଲର ଚାରିଆଡ଼େ ଅନ୍ୟ ଦେଶଗୁଡିକ" ।