or_obs-tn/content/15/09.md

874 B

ପରମେଶ୍ଵର ଇସ୍ରାଏଲ ନିମନ୍ତେ ଯୁଦ୍ଧ କଲେ 

ପରମେଶ୍ଵର ଇସ୍ରାଏଲମାନଙ୍କ ପାଇଁ ଇସ୍ରାଏଲର ଶତ୍ରୁମାନଙ୍କ ବିରଧରେ ଲଢ଼େଇ କଲେ ।

ଅମୋରୀୟଙ୍କୁ ଦ୍ଵନ୍ଦ ଘୋଟାଇଲେ 

ଏହା ଏହିପରି ଅନୁବାଦ କରଯାଇପରେ,'' ଅମୋରୀୟମାନଙ୍କୁ କଷ୍ଟ ଦେଲେ" କିମ୍ବା, "ଅମୋରୀୟମାନଙ୍କୁ ଭଲଭାବରେ ଲଢ଼େଇ କରିବାକୁ ଅକ୍ଷମ କଲେ ।

ବୃହତ୍ କୁଆପଥର 

ଏହା ଏହିପରି ଅନୁବାଦ କରାଯାଇପାରେ,''ଅତି ବଡ଼ କୁଆ ପଥର ଆକାଶରୁ ତଳକୁ ଆସିଲା" ।