or_obs-tn/content/15/08.md

5 lines
1.0 KiB
Markdown

# ଗିବିୟୋନ ପହଞ୍ଚିବାକୁ 
ତାହା ହେଉଅଛି,'' ଗିବିୟୋନମାନଙ୍କୁ ପାଇବାକୁ''କିମ୍ବା"ଯେଉଁଠାରେ ଗିବିୟୋନ ରହିଥିଲେ ସେଠାକୁ ପହଞ୍ଚିବାକୁ ." । ଗିବିୟୋନ କିଣାନରେ ରହିଲେ, କିନ୍ତୁ କିଣାନ ବହୁତ ବଡ଼ଥିଲା ତେଣୁ ଇସ୍ରାଏଲର ସେନାମାନଙ୍କୁ ଏଦେଇ ଯେଉଁଠାରେ ଗିବିୟୋନମାନେ ରହୁଥିଲେ ସେଠାକୁ ପହଞ୍ଚିବାକୁ ସାରା ରାତ୍ରୀ ଲାଗି ଥିଲା ।
# ସେମାନେ ଅମୋରୀ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟଚକିତ କଲେ 
ଅମୋରିଅମାନେ ଜାଣି ନ ଥିଲେ ଯେ ଇସ୍ରାଏଲୀୟ ସେନା ତାଙ୍କୁଆକ୍ରମଣ କରିବାକୁ ଆସୁଛି ବୋଲି ।