or_obs-tn/content/15/07.md

566 B

ଯିହୋଶୂୟଙ୍କ ଠାରୁ ସାହାଯ୍ୟ ପାଇଁ ଏକ ପତ୍ର ପଠାଇଲେ 

ଏହା ଏହିପରି ଅନୁବାଦ କରାଯାଇପାରେ,''ତାଙ୍କର କିଛି ଲୋକମାନଙ୍କୁ ଯିହୋଶୂୟଙ୍କୁ କହିବାକୁ ପଠାଇଲେ ଯେ ସେମାନଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବାକୁ ଇସ୍ରାଏଲମାନଙ୍କର ସାହାଯ୍ୟ ଆବଶ୍ୟକତା ବୋଲି ,'' ।