or_obs-tn/content/15/04.md

755 B

ଯେତେବେଳେ ସେମାନେ ନଗରର ଚାରି ଦିଗରେ ଶେଷଥର ନିମନ୍ତେ ବୁଲିଲେ

ସେତେବେଳେ ସୈନ୍ୟମାନେ ଜୟଧ୍ଵନି କଲେ ଏବଂ ଯାଜକମାନେ ସେମାନଙ୍କର ତୂରୀ ବଜାଇଲେ ।

ସେମାନଙ୍କର ତୂରୀ ବଜାଇଲେ  

ଏହା ଏହିପରି ଅନୁବାଦ କରାଯାଇପରିବ,''ସେମାନେ ତାଙ୍କର ତୁରୀ ବଜାଇଲେ,''କିମ୍ବା''ସେମାନେ ତାଙ୍କର ତୁରୀ ଫୁକିଂଲେ,'' ଏହି ତୂରୀଗୁଡିକ ମେଷର ଶିଙ୍ଗରୁ ତିଆରି ହୋଇଥିଲା