or_obs-tn/content/15/02.md

667 B

ଯାଜକମାନେ ପ୍ରଥମେ ଯାଆନ୍ତୁ । 

କିଛି ଭାଷା ନିମନ୍ତେ ଏହା ସାହାଯ୍ୟ କାରି ହୋଇପାରେ ,''ବାକି ଲୋକମାନେ ନଦୀକୁ ପାର କରିବା ପୂର୍ବରୁ ପ୍ରଥମେ ଯାଜକମାନେ ଯାଆନ୍ତୁ,'' ।

ଜଳର ଉପର ଭାଗରୁ ବହିବା ବନ୍ଦ ହେଲା  

କିଛି ଭାଷା ନିମନ୍ତେ ଏହା ସାହାଯ୍ୟକାରି ହୋଇପାରେ,''ଏବଂ ତାଙ୍କ ଆଗରେ ଜଳ ତଳକୁ ବହିବାକୁ ଲାଗିଲା,''