or_obs-tn/content/14/14.md

1.0 KiB

ଯେଉଁମାନେ ପରମେଶ୍ଵରଙ୍କର ବିରୁଦ୍ଧରେ ବିଦ୍ରୋହ କଲେ  

ଏହା ଏହିପରି ଅନୁବାଦ କରାଯାଇପାରେ,'' କିଏ ପରମେଶ୍ଵରଙ୍କର ଆଜ୍ଞାକୁ ପାଳନ କରିବାକୁ ମନାକରିଥିଲା ଯେତେବେଳେ ସେ ପ୍ରତିଜ୍ଞାତ ଦେଶକୁ ଯିବାପାଇଁ କହିଲେ

ଲୋକମାନେ 

ଏହା ହେଉଅଛି,'' ମରି ଯାଇଥିବା ପିଢ଼ିର ସନ୍ତାନମାନେ

ଦିନେ 

ଏହା ଅର୍ଥ, " ଭବିଷ୍ୟତରେ କିଛି ସମୟ''

ମୋଶାପରି ଆଉ ଏକ ଭାବବାଦୀ 

ମୋଶା ପରି, ଏହି ବ୍ୟକ୍ତି ଜଣେ ଇସ୍ରାଏଲୀୟ ହେବ, ସେ ପରମେଶ୍ଵଙ୍କର ବାକ୍ୟକୁ ଲୋକମାନଙ୍କୁ କହିବେ ଏବଂ ସେ ଲୋକମାନଙ୍କୁ କଢାଇବା ନେବେ ।