or_obs-tn/content/14/13.md

1.3 KiB

ମୋଶା ପରମେଶ୍ଵରଙ୍କର ଅସମ୍ମାନ କଲେ 

ଏହା ଏହିପରି ଭାବେ ଆନୁବାଦ କରାଯାଇପାରେ,''ମୋଶା ପରମେଶ୍ଵରଙ୍କର ଆଜ୍ଞା ପାଳନ କଲେନାହି;;କିମ୍ବା''ମୋଶା ପରମେଶ୍ଵରଙ୍କର ଅସମ୍ମାନ କଲେ । ପରମେଶ୍ଵରଙ୍କର ଏକ ବିଶେଷ ଯୋଜନା ଥିଲା ଯେ ସେ ଚାହୁଁ ଥିଲେ ମୋଶା ପରମେଶ୍ଵରଙ୍କର ଶକ୍ତିକୁ ଦେଖାଇ ସେମାନଙ୍କୁ ଯୋଗାଇଦେବା ପାଇଁ । ଯେତେବେଳେ ମୋଶା ଏହା କଲେ ତଦ୍ଦ୍ୱାର ସେ ପରମେଶ୍ଵରଙ୍କୁ ଅବାଧ୍ୟ ହୋଇ ଅସମ୍ମାନ କଲେ ।

ପଥରକୁ କଥା କହିବା ପରିବର୍ତ୍ତେ ଏକ ଲାଠିରେ ଦୁଇଥର ଆଘାତ କରିବା ଦ୍ଵାରା

ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି ,''ମୋଶା ପଥରକୁ କହିଲେ ନାହି :ସେ ଏକ ଲାଠିରେ ଏହାକୁ ଦୁଇଥର ଆଘାତ କଲେ''।