or_obs-tn/content/14/12.md

1.9 KiB

ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କୁ ଜଳ ଦେଲେ 

ଏହା ଅନୁବାଦ କରାଯାଇପାରେ,'' ଯାହା କେବଳ ପରମେଶ୍ଵର କରନ୍ତି,ସେ ପଥରରୁ ପାଣି ବାହାର କଲେ ତେଣୁ ଲୋକେ ଏବଂ ପଶୁମାନେ ପିଇ ପାରିଲେ ।

କିନ୍ତୁ ସମସ୍ତ ସତ୍ତ୍ଵେ 

ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି ,'' ଏମିତିକି ପରମେଶ୍ଵର ଜଳ, ଖାଦ୍ୟ ଓ ଲୁଗ ପଟା ଏବଂ ତାଙ୍କର ସମସ୍ତ ଆବଶ୍ୟକତାକୁ ଯୋଗାଇଦେଲେ ।

ଏମିତିକି 

ଏହା ଅନୁବାଦ କରାଯାଇପାରେ,''ଯଦିଓ ଇସ୍ରାଏଲୀୟମାନେ ଅସନ୍ତୋଷ ପ୍ରକାଶ କଲେ ଏବଂ ତାଙ୍କ ବିରୁଦ୍ଧରେ କ୍ରୋଧାନ୍ଵିତ ହୋଇ ଅଭିଯୋଗ ପ୍ରକାଶ କଲେ ।

ତଥାପି ପରମେଶ୍ଵର ତାଙ୍କ ପ୍ରତିଜ୍ଞାରେ ବିଶ୍ଵସ୍ତ ରହିଲେ

ଏହା ଏହିପରି ଅନୁବାଦ କରାଯାଇପାରେ ,''ପରମେଶ୍ଵର ଯାହା ଅବ୍ରାହାମ,ଇସାହକଙ୍କୁ ଏବଂ ଯାକୁବଙ୍କୁ କହିଥିଲେ ସେ କରିବେ ବୋଲି । ସେ ସେମମାନଙ୍କର ବଂଶଧରମାନଙ୍କୁ ତାଙ୍କର ସମସ୍ତ ଆବଶ୍ୟକତାକୁ ଯୋଗାଇଦେଲେ ତେଣୁ ସେମାନେ ବାସକାରି ପାରିବେ ଏବଂ ଏକ ମହାନ ଦେଶ ହେବେ ଏବଂ ପରିଶେଷରେ କିଣାନ ଦେଶକୁ ନିଜର କରିପାରିବେ ।