or_obs-tn/content/14/11.md

1.9 KiB

ପରମେଶ୍ଵର ସେମାନଙ୍କ ନିମନ୍ତେ ପ୍ରଦାନକଲେ 

ଏହା ଏହିପରି ଅନୁବାଦ ହୋଇପାରେ, "ପରମେଶ୍ଵର ସମସ୍ତ ଆବଶ୍ୟକତା ଜିନିଷ ଖାଦ୍ୟ, ଜଳ, ଏବଂ ଆଶ୍ରୟ ସ୍ଥଳ ସେମାନଙ୍କୁ ଦେଲେ ।"

ସ୍ଵର୍ଗଠାରୁ ରୋଟୀ, କହିଲେ "ମାନ୍ନା" 

ଏହି ପତଳା, ରୋଟି ସେମାନେ ଏହାକୁ "ମାନ୍ନା" କହିଲେ । ପ୍ରାୟ ପ୍ରତ୍ୟେକ ଦିନ ଲୋକମାନେ ଏହି "ମାନ୍ନା" କୁ ଏକତ୍ର କଲେ ଏବଂ ସେମାନଙ୍କର ଖାଦ୍ୟ ପରି ରୋଷେଇ କଲେ ।

ସେ ମଧ୍ୟ କୁଢ କୁଢ ଭାଟୋଇ ପକ୍ଷୀ…ଛାଉଣି ସ୍ଥାନକୁ ପଠେଇଲେ 

ଅନ୍ୟ ଭାବରେ ଏହାକୁ କହିଲେ, "ସେ ମଧ୍ୟ ଅନେକ ସଂଖ୍ୟାରେ ଭାଟୁଇ ପକ୍ଷୀଗଣକୁ ସେମାନଙ୍କର ଛାଉଣି ସ୍ଥାନକୁ ପଠାଇଲେ ।" ଯଦି ଭାଟୋଇ ପକ୍ଷୀଗୁଡିକୁ ଜାଣିନାହାନ୍ତି, ତେବେ ସେହିପରି ଅନ୍ୟ ଏକ ପକ୍ଷୀକୁ ବ୍ୟବହାର କରିପାରିବେ ।

କିମ୍ବା ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ମଧ୍ୟମ

ଆକାରର ବହୁତ ସଂଖ୍ୟାର ପକ୍ଷୀଗଣ ।”

ସେମାନଙ୍କର ଛାଉଣି

ସ୍ଥାନ  ନିର୍ମିତ ଘର ପରିବର୍ତ୍ତେ ଏହା ତମ୍ବୁଗୁଡିକ ସହ ଏକ ନଗର ପରି ଥିଲା, ଏବଂ ଏହାକୁ ଚାରିପଟେ ଘୁଞ୍ଚା ଯାଇ ପାରୁଥିଲା ।