or_obs-tn/content/14/10.md

1.1 KiB

ପରମେଶ୍ଵର ଏହି ଯୁଦ୍ଧକୁ ସେମାନଙ୍କ ସହିତ ଗଲେ ନାହିଁ 

ଅନ୍ୟ ଅର୍ଥରେ, ପରମେଶ୍ଵର ଏହି ଯୁଦ୍ଧରେ ସେମାନଙ୍କୁ ସାହାର୍ଯ୍ୟ କଲେ ନାହିଁ ।

କିଣାନ ଠାରୁ ଫେରିଗଲେ 

ସେମାନେ କିଣାନ ଛାଡ଼ିଲେ ଏବଂ ସେମାନେ ଯେଉଁ ପ୍ରାନ୍ତରରେ ପୂର୍ବରୁ ଥିଲେ ସେଠାକୁ ଚାଲିଗଲେ ।

ପ୍ରାନ୍ତରରେ ପଥଭ୍ରଷ୍ଟ ହେଲେ 

ସେମାନେ ପ୍ରାନ୍ତରରେ ରହିଲେ, ଏବଂ ସମସ୍ତେ ଏକତ୍ରିତ ହୋଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗମନ କଲେ, ଶୁଖିଲା ଭୂମିରେ, ସେମାନଙ୍କ ନିମନ୍ତେ ପୁଣି ସେମାନଙ୍କର ପଶୁମାନଙ୍କ ନିମନ୍ତେ ଖାଦ୍ୟ ଏବଂ ଜଳ ଖୋଜୁଥିଲେ ।