or_obs-tn/content/14/09.md

1.7 KiB

ସେମାନେ ପାପ କରିଥିଲେ 

ଏହାକୁ ଯୋଗ କରିବାର ଆବଶ୍ୟକ ହୋଇପାରେ, "ସେମାନେ ପରମେଶ୍ଵଙ୍କର ଅନାଜ୍ଞାବହ ହୋଇ କିଣାନର ଲୋକମାନଙ୍କୁ ପରାସ୍ତ କରିବାକୁ ଯିବା ଦ୍ଵାରା ସେମାନେ ପାପ କରିଥିଲେ ।"

ମୋଶା ସେମାନଙ୍କୁ ନ ଯିବାକୁ ସଚେତନ କଲେ 

ଏହି ଅର୍ଥ ହେଉଛି ମୋଶା କିଣାନୀୟମାନଙ୍କ ବିରୁଦ୍ଧରେ ଯାଇ ଯୁଦ୍ଧ ନ କରିବାକୁ ସେମାନଙ୍କୁ କହିଲେ କାରଣ ଯଦି ସେମାନେ ଏହା କଲେ ତେବେ ସେମାନେ ବିପଦର ସମ୍ମୁଖୀନ ହେବେ ।

ପରମେଶ୍ଵର ସେମାନଙ୍କ ସହିତ ନ ଥିଲେ 

ଅନ୍ୟ ଭାବରେ, ପରମେଶ୍ଵର ସେମାନଙ୍କୁ ସାହାର୍ଯ୍ୟ କରିବାକୁ ସେମାନଙ୍କ ସହିତ ନ ଥିବେ । ଇସ୍ରାଏଲୀୟମାନଙ୍କ ଅନାଜ୍ଞାବହତା ହେତୁ, ପରମେଶ୍ଵର ସେମାନଙ୍କ ଠାରୁ ତାହାଙ୍କ ଉପସ୍ଥିତି, ସୁରକ୍ଷା, ଏବଂ ଶକ୍ତି ନେଇଗଲେ ।

କିନ୍ତୁ ସେମାନେ ତାହାଙ୍କୁ ଶୁଣିଲେ ନାହିଁ 

ସେମାନେ ମୋଶାଙ୍କ ଆଜ୍ଞା ପାଳନ କଲେ ନାହିଁ । ଯାହା ହେଲେ ମଧ୍ୟ ସେମାନେ କିଣାନୀୟମାନଙ୍କୁ ଆକ୍ରମଣ କରିବାକୁ ଗଲେ ।