or_obs-tn/content/14/07.md

1.4 KiB

କାହିଁକି ତୁମେ ଆମ୍ଭମାନଙ୍କୁ ଆଣିଲ 

ଏହା ପ୍ରକୃତରେ ଏକ ପ୍ରଶ୍ନ ନୁହଁ । ଏହିପରି ଭାବେ କିଛି ଭାଷାରେ କହନ୍ତି, "ତୁମେ ଆମ୍ଭମାନଙ୍କୁ ଆଣିବାର ଉଚିତ୍ ନ ଥିଲା ।"

ଏହି ଭୟଙ୍କର ସ୍ଥାନ 

କିଣାନକୁ ସେମାନେ "ଭୟଙ୍କର" ବୋଲି ଭାବିଲେ କାରଣ ସେମାନେ ଭାବିଲେ ଯେ ତାହା ଅତିଶୟ ବିପଦପୂର୍ଣ୍ଣ ଓ ସମସ୍ତେ ଥିଲା ଯେ ସେମାନେ ସମସ୍ତ ବଧ ହେବେ ।

ବରଂ ଯୁଦ୍ଧରେ ମରିଥାନ୍ତୁ ଓ ଆମ୍ଭମାନଙ୍କ ସ୍ତ୍ରୀ ଓ ପିଲାମାନେ ଦାସ୍ୟ କର୍ମ କରିଥାନ୍ତେ 

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ଯଦି ଆମେ କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁ, ସେମାନେ ଆମ୍ଭମାନଙ୍କୁ ବଧ କରିବେ ଏବଂ ଆମ୍ଭମାନଙ୍କର ପିଲାମାନଙ୍କୁ ପୁଣି ସ୍ତ୍ରୀମାନଙ୍କୁ ସେମାନଙ୍କର ଦାସ କରିବେ ।"