or_obs-tn/content/14/06.md

1.5 KiB

କିଣାନର ଲୋକମାନେ 

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "କିଣାନରେ ଯେଉଁ ଲୋକମାନ ବାସ କରନ୍ତି" କିମ୍ବା, "କିଣାନୀୟମାନେ ।" ଆମ୍ଭେମାନେ ନିଶ୍ଚୟ ସେମାନଙ୍କୁ ପରାସ୍ତ କରିବା!

ପରମେଶ୍ଵର ଆମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ 

ଏହି ଦୁଇଗୋଟି ସଂଜ୍ଞା ମଧ୍ୟରେ ସଂଯୋଗ ଦେଖାଇବାକୁ, ଏହା କହିବାର ଆବଶ୍ୟକ ହୋଇପାରେ, "ଆମେ ନିଶ୍ଚୟ ସେମାନଙ୍କୁ ପରାସ୍ତ କରିବା କାରଣ ପରମେଶ୍ଵର ଆମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ !"

ପରମେଶ୍ଵର ଆମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ 

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ପରମେଶ୍ଵର ଆମ୍ଭମାନଙ୍କ ସହ ଯୁଦ୍ଧ କରିବେ ଏବଂ ସେମାନଙ୍କୁ ପରାସ୍ତ କରିବାରେ ସାହାର୍ଯ୍ୟ କରିବେ !" ଏହା ସ୍ପଷ୍ଟ କରେ ଯେ ଇସ୍ରାଏଲୀୟମାନେ ମଧ୍ୟ କିଣାନୀୟମାନଙ୍କ ବିରୋଧରେ ଯୁଦ୍ଧ କରିବେ ।