or_obs-tn/content/14/05.md

1.2 KiB

ସେମାନେ ଫେରି ଆସିଲେ 

ସେମାନେ ଯେଉଁଠାରେ ଅବଶିଷ୍ଟାଂଶ ଇସ୍ରାଏଲୀୟମାନେ ଅପେକ୍ଷା କରୁଥିଲେ ସେଠାକୁ ଫେରିଲେ, ଟିକିଏ କିଣାନ ସୀମାର ବାହାରେ ।

ନଗରଗୁଡିକ ଅତି ବଳିଷ୍ଠ ଅଟନ୍ତି 

ନଗରଗୁଡିକ ଚତୁଃପାର୍ଶ୍ବରେ ବଳିଷ୍ଠ ପ୍ରାଚୀରଗୁଡିକ ଥିଲା, ତେଣୁ ସେମାନଙ୍କୁ ଆକ୍ରମଣ କରିବାକୁ ଇସ୍ରାଏଲୀୟମାନଙ୍କ ନିମନ୍ତେ ଅତି କଷ୍ଟକର ହେବ ।

ଲୋକମାନେ ଶକ୍ତିଶାଳୀ (ବିରାଟକାୟ) ଅଟନ୍ତି 

ଏହାକୁ ଏହିପରି ଅନୁବାଦ କରାଯାଇପାରେ ଯେପରି, "ଲୋକମାନେ ଆମ୍ଭମାନଙ୍କ ତୁଳନାରେ ଶକ୍ତିଶାଳୀ ଅଟନ୍ତି!" କିମ୍ବା, "ଲୋକମାନେ ଆମ୍ଭମାନଙ୍କଠାରୁ ଉଚ୍ଚ ଏବଂ ବଳିଷ୍ଠ ଅଟନ୍ତି!"