or_obs-tn/content/14/03.md

2.1 KiB

ଦୂର କରିବା 

ଏହା ଏହିପରି ଅନୁବାଦ ହୋଇପାରେ, "ଦେଶରୁ ସେମାନଙ୍କୁ ଦୂର କର" କିମ୍ବା, "ସେମାନଙ୍କୁ ଦେଶରୁ ବାହାର କରିଦିଅ ।"

ସେମାନଙ୍କ ସହିତ ଶାନ୍ତି ସ୍ଥାପନ କର ନାହିଁ 

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ସେମାନଙ୍କ ମଧ୍ୟରେ କିମ୍ବା ସେମାନଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ବାସ କର ନାହିଁ" କିମ୍ବା, "ସେମାନଙ୍କ ସହ ଶାନ୍ତିରେ ରହିବାକୁ ପ୍ରତିଜ୍ଞା କର ନାହିଁ ।"

ସେମାନଙ୍କୁ ବିବାହ କର ନାହିଁ 

ପରମେଶ୍ଵର କୌଣସି ଇସ୍ରାଏଲୀୟ ବ୍ୟକ୍ତି କୌଣସି କିଣାନୀୟ ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁନଥିଲେ ।

ତୁମ୍ଭେମାନେ ସେମାନଙ୍କର ପ୍ରତିମାଗୁଡିକୁ ଉପାସନା କରିବ 

ଯଦି ଇସ୍ରାଏଲୀୟମାନେ କିଣାନୀୟମାନଙ୍କ ସହ ବନ୍ଧୁ ହେବେ ଏବଂ ସେମାନଙ୍କର ପ୍ରତିମାଗୁଡିକୁ ବିନାଶ କରିବେ ନାହିଁ, ସେମାନେ ପରମେଶ୍ଵରଙ୍କ ପରିବର୍ତ୍ତେ ସେହି ପ୍ରତିମାଗୁଡିକୁ ଉପାସନା କରିବାକୁ ପ୍ରଲୋଭିତ ହେବେ । ତୁମେ କହି ପାରିବ, "ଶେଷରେ ତୁମ୍ଭେମାନେ ପୂଜା କରିବା" ଏହାକୁ ସ୍ପଷ୍ଟ କରିବାକୁ କିଣାନୀୟମାନଙ୍କ ସହ ସମ୍ପର୍କ ରଖି ଜୀବନଯାପନ କରିବା ଏବଂ ସେମାନଙ୍କର ପଥ ଶିଖିବାର ଫଳାଫଳ ଏହା ହେବ ।