or_obs-tn/content/13/14.md

651 B

ବାଡେଇ ପ୍ରତିମାକୁ ଚୂନା କଲେ 

ମୋଶା ପ୍ରତିମାକୁ ବାରମ୍ବାର ପିଟି ପିଟି କ୍ଷୁଦ୍ରତମ ଅଂଶ କରିବା ଦ୍ଵାରା ସମ୍ପୂର୍ଣ ଭାବେ ବିନଷ୍ଟ କଲେ ।

କିଛି ଜଳ ଭିତରେ 

ମୋଶା ସୁବର୍ଣ୍ଣ ଚୂନାକୁ ଏକ ବୃହତ ଜଳ ଉପରେ ଛିନ ଭିନ୍ନ କଲେ ।

ଏକ ମହାମାରୀ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ଏକ ଭୟଙ୍କର ରୋଗ ।"