or_obs-tn/content/13/12.md

1.3 KiB

ଏକ ସୁବର୍ଣ୍ଣ(ସୁନା) ପ୍ରତିମା ନିର୍ମାଣ କଲେ 

ହାରୋଣ ତାହାଙ୍କ ନିକଟକୁ ଅଣାଯାଇଥିବା ସୁନାରେ ତିଆରି ବସ୍ତୁଗୁଡିକୁ ନେଲେ, ସେଗୁଡିକୁ ତରଳାଇଲେ ଓ ମିଳିତ କଲେ, ପୁଣି ସେଗୁଡିକୁ ଏକ ବାଛୁରୀର ପ୍ରତିମୁର୍ତ୍ତୀରେ ଗଠନ କଲେ ।

ଉଦ୍ଦୀପକ ଭାବରେ ଉପାସନା କରିବା 

ପ୍ରତିମାକୁ ଉପସନା କରିବା ଦ୍ଵାରା ଲୋକମାନେ ଗୀତଗାନ କରୁଥିଲେ ଏବଂ ପାପପୂର୍ଣ୍ଣ ବିଷୟ ମଧ୍ୟ କରୁଥିଲେ ଯେପରି ସେମାନେ ତାହାକୁ ଉପସନା କଲେ ।

ତାହାଙ୍କ ପ୍ରାର୍ଥନା ଶୁଣିଲେ 

ପରମେଶ୍ଵର ସର୍ବଦା ପ୍ରାର୍ଥନା ଶୁଣନ୍ତି । ଏହି ଅବସ୍ଥାରେ, "ଶୁଣିଲେ" ଅର୍ଥ ହେଉଛି ମୋଶ ଯାହା ପ୍ରାର୍ଥନା କଲେ ପରମେଶ୍ଵର ତାହା କରିବାକୁ ସହମ୍ମତି ହେଲେ ।