or_obs-tn/content/13/11.md

837 B

ଲୋକମାନେ ଅପେକ୍ଷା କରୁ କରୁ କ୍ଲାନ୍ତ ହୋଇଗଲେ 

ଏହି ଏହିପରି ଅନୁବାଦ ହୋଇପାରେ ଯେପରି, "ଯେହେତୁ ସେ ଶୀଘ୍ର ଫେରିଲେ ନାହିଁ ଲୋକମାନେ ଅଧୈଯ୍ୟ ହେଲେ" କିମ୍ବା, "ଲୋକମାନେ ତାହାଙ୍କ ଫେରିବା ସମୟକୁ ଅପେକ୍ଷା କରିବାକୁ ଚାହିଁଲେ ନାହିଁ ।"

ସୁବର୍ଣ୍ଣ (ସୁନା) ଆଣିଲେ 

ଏଗୁଡିକ ଭୌତିକ ପଦାର୍ଥ ଏବଂ ସୁବର୍ଣ୍ଣରେ ତିଆରି ଅଳଙ୍କାର ଥିଲା, ଯାହା ତରଳ ହୋଇପାରେ ଏବଂ ଅନ୍ୟ ବସ୍ତୁର ଆକାର ନିଏ ।