or_obs-tn/content/13/10.md

1.8 KiB

ସେମାନଙ୍କୁ ଦେଇଅଛନ୍ତି

ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ ଯେପରି, "ସେମାନଙ୍କୁ ଆଜ୍ଞା ପାଳନ କରିବାକୁ କହିଲେ ।"

ତାହାଙ୍କ ବିଶେଷ ଲୋକ 

ସମସ୍ତ ଦେଶମାନଙ୍କ ମଧ୍ୟରୁ, ପରମେଶ୍ଵର ତାହାଙ୍କ ବିଶେଷ ଉଦ୍ଦେଶ୍ୟ ପାଇଁ ଇସ୍ରାଏଲୀୟମାନଙ୍କୁ ମନୋନୀତ କରିଥିଲେ । ଏହାଏହିପରି ଭାବରେ ଅନୁବାଦ ହୋଇପାରେ ଯେପରି. ତାହାଙ୍କ ବିଶେଷ ଦେଶ" କିମ୍ବା, ତାହାଙ୍କ ନିଜ ଲୋକମାନେ" କିମ୍ବା, "ତାହାଙ୍କ ଲୋକ ହେବା ନିମନ୍ତେ ସେ ଯେଉଁ ଦେଶ ମନୋନୀତ କଲେ ।"

ଅଳ୍ପ ସମୟ 

ମୋଶ ପର୍ବତ ଉପରେ ଚାଳିଶ ଦିନ ପରମେଶ୍ଵରଙ୍କ ସହିତ ଥିବା ସମୟରେ ଲୋକମାନେ ପାପ କଲେ ।

ଭୟଙ୍କର ପାପ କଲେ 

ସେମାନେ ଏହିପରି ପାପ କଲେ ଯାହା ପରମେଶ୍ଵରଙ୍କ ନିମନ୍ତେ ଅପମାନଜନକ ଥିଲା । ଏହାକୁ ଏହିପରି ଅନୁବାଦ ହୋଇପାରେ ଯେମିତି, "ସେମାନେ ଅତିଶୟ ପାପ କଲେ," କିମ୍ବା, "ସେମାନେ କିଛି କଲେ ଯାହା ଅତି ମନ୍ଦ ଥିଲା" କିମ୍ବା, "ସେମାନେ କିଛି ମନ୍ଦ କଲେ ଯାହା ପରମେଶ୍ଵରଙ୍କୁ ଅତି କ୍ରୋଧିତ କଲା ।"