or_obs-tn/content/13/06.md

1.3 KiB

(ପରମେଶ୍ଵର ମୋଶାଙ୍କୁ କଥା କହିବା ଜାରି ରଖିଲେ.)

ବ୍ୟଭିଚାର କର ନାହିଁ 

ଏହାକୁ ଏହିପରି ଅନୁବାଦ କରାଯାଇପାରେ, "କେହିଜଣ ବ୍ୟକ୍ତିଙ୍କ ସ୍ଵାମୀ କିମ୍ବା ସ୍ତ୍ରୀ ସହିତ ଯୌନ ସମ୍ପର୍କ ରଖ ନାହିଁ" କିମ୍ବା, "ଅନ୍ୟ ପୁରୁଷଙ୍କ ସ୍ତ୍ରୀ କିମ୍ବା ଅନ୍ୟ ସ୍ତ୍ରୀଙ୍କ ସ୍ଵାମୀ ସହିତ ଦୈହିକ ସମ୍ପର୍କ ରଖ ନାହିଁ" ଏହିପରି ଭାବରେ ଏହାକୁ ଅନୁବାଦ କରିବାକୁ ନିଶ୍ଚିତ ହୁଅନ୍ତୁ ଯେପରି ଏହା ଲୋକମାନଙ୍କୁ ଅପମାନ କିମ୍ବା ଅସୁବିଧାରେ ନ ପକାଏ ଏହାକୁ ଭାଷାଗୁଡିକରେ ଅନେକଥର ପରୋକ୍ଷ ଭାବରେ କହନ୍ତି ଯେପରି, "ସହିତ ଶୟନ କର ନାହିଁ"

ମିଥ୍ୟା କୁହ ନାହିଁ 

ଏହାର ଅର୍ଥ ହେଉଛି, "ଅନ୍ୟ ଲୋକମାନଙ୍କର ବିଷୟରେ ମିଥ୍ୟା ସାକ୍ଷ୍ୟ ଦିଆନାହିଁ"