or_obs-tn/content/13/04.md

2.1 KiB

ତାହାପରେ ପରମେଶ୍ଵର ସେମାନଙ୍କୁ କହିଲେ 

ଯାହା ପରମେଶ୍ଵର କହନ୍ତି ତାହା ନିୟମର ବିଷୟବସ୍ତୁ ଅଟେ, ତାହା ହେଉଛି ସେ ଲୋକମାନଙ୍କୁ ତାଙ୍କର ଆଜ୍ଞା ପାଳନ କରିବାକୁ କହନ୍ତି ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ, "ତାହା ପରେ ପରମେଶ୍ଵର ସେମାନଙ୍କୁ ତାଙ୍କର ଚୁକ୍ତି କହିଲେ ସେ କହିଲେ" କିମ୍ବା, "ତାହାପରେ ପରମେଶ୍ଵର ସେମାନଙ୍କ ସହିତ ନିୟମ କଲେ:"

ସଦପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟନ୍ତି

କେତେକ ଭାଷାରେ ଏହାର କ୍ରମକୁ ପରିବର୍ତ୍ତନ କରିବାକୁ ଏବଂ କହିବାକୁ ଅଧିକ ସ୍ୱାଭାବିକ ହୋଇପାରେ, "ତୁମ୍ଭ ପରମେଶ୍ଵର ସଦାପ୍ରଭୁ" । ନିଶ୍ଚିତ କରନ୍ତୁ ଇସ୍ରାଏଲୀୟମାନଙ୍କର ଏକରୁ ଅଧିକ ପରମେଶ୍ଵର ଅଛନ୍ତି ଭଳିଆ ଯେପରି ଶୁଭା ନ ଯାଏ ଏହା ସ୍ପଷ୍ଟ ହେବା ଉଚିତ୍ ଯେ ସଦାପ୍ରଭୁ ହିଁ କେବଳ ପରମେଶ୍ଵର ଅଟନ୍ତି ଅନ୍ୟପ୍ରକାରେ ଅନୁବାଦ କଲେ ତାହା ଏପରି ହେବ, "ସଦାପ୍ରଭୁ, ଯିଏ ତୁମ୍ଭମାନଙ୍କ ପରମେଶ୍ଵର" କିମ୍ବା, "ତୁମ୍ଭମାନଙ୍କ ପରମେଶ୍ଵର, ଯାହାଙ୍କ ନାମ ସଦାପ୍ରଭୁ."

ଯିଏ ତୁମ୍ଭମାନଙ୍କୁ ଦାସତ୍ଵରୁ ମୁକ୍ତ କଲେ  

ଏହାକୁ ଏପରି ଅନୁବାଦ କରାଯାଇପାରେ, "ମୁଁ ତୁମ୍ଭମାନଙ୍କୁ ଦାସତ୍ଵରୁ ମୁକ୍ତ କରିଅଛି."