or_obs-tn/content/13/03.md

9 lines
2.4 KiB
Markdown
Raw Permalink Blame History

This file contains invisible Unicode characters

This file contains invisible Unicode characters that are indistinguishable to humans but may be processed differently by a computer. If you think that this is intentional, you can safely ignore this warning. Use the Escape button to reveal them.

# ତିନି ଦିନ ପରେ 
ଅନ୍ୟ ଅର୍ଥରେ, ତିନି ଦିନରେ ପରେ ସେମାନେ ଏକ ପର୍ବତ ସୀନୟ ପର୍ବତରେ ପହଁଚିଲେ ଏବଂ ପରମେଶ୍ଵର ପ୍ରଥମେ ସେମାନଙ୍କୁ କଥା ହେଲେ.
# ନିଜକୁ ଆତ୍ମିକ ଭାବରେ ପ୍ରସ୍ତୁତ କଲେ  
ପରମେଶ୍ଵରଙ୍କୁ ସାକ୍ଷାତ କରିବାରେ ରୀତିନୀତିଭାବେ ଯେଉଁ ପ୍ରସ୍ତୁତ କରାଯାଏ ଏହା ତାହାକୁ ଦର୍ଶାଏ । ଏହାକୁ ଏହିପରି ଅନୁବାଦ କରାଯାଇପାରେ ଯେପରି, "ପରମେଶ୍ଵରଙ୍କ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ ହେଲେ" କିମ୍ବା, "ପରମେଶ୍ଵରଙ୍କ ସହ ସାକ୍ଷାତ କରିବାକୁ ନିଜ ନିଜକୁ ପ୍ରସ୍ତୁତ କଲେ"
# ଉଚ୍ଚ ତୂରୀଧ୍ଵନୀ 
ଏହାକୁ ଏହିପରି ଅନୁବାଦ କରାଯାଇପାରେ ଯେପରି, "ଏବଂ ଏକ ଉଚ୍ଚ ସ୍ଵର ଏକ ତୁରୀରୁ ବାହାରିଲା" କିମ୍ବା, "ଏବଂ ଏକ ତୂରୀକୁ ଫୁଙ୍କା ଗଲା ଏବଂ ତାହା ଏକ ଉଚ୍ଚ ସ୍ଵର କଲା" କିମ୍ବା, "ସେମାନେ ଉଚ୍ଚସ୍ଵରକୁ ତୁରୀରୁ ଧ୍ଵନୀ ଶୁଣିଲେ ତୂରୀଗୁଡିକ ମେଷର ଶିଙ୍ଗରୁ ତିଆରି ହୋଇଥିଲା ସେମାନେ ସେହିଦିନ ମାନଙ୍କରେ ଲୋକମାନଙ୍କୁ ଡାକି ଜମା କରିବା ପାଇଁ ଏବଂ ପରମେଶ୍ଵରଙ୍କ ସହିତ ସାକ୍ଷାତ କରିବା ପାଇଁ ବ୍ୟବହାର କରୁଥିଲେ
# କେବଳ ମୋଶାଙ୍କୁ ଉପରକୁ ଯିବା ପାଇଁ ଅନୁମତି ଥିଲା 
ଏହାକୁ ଏପରି ଅନୁବାଦ କରାଯାଇପାରେ, "ପରମେଶ୍ଵର ମୋଶାଙ୍କୁ ଉପରକୁ ଯିବା ପାଇଁ ଅନୁମତି ଦେଇଥିଲେ, କିନ୍ତୁ ସେ ଅନ୍ୟ କାହାକୁ ଉପରକୁ ଯିବା ପାଇଁ ଅନୁମତି ଦେଲେ ନାହିଁ"