or_obs-tn/content/13/02.md

7 lines
2.3 KiB
Markdown
Raw Permalink Blame History

This file contains invisible Unicode characters

This file contains invisible Unicode characters that are indistinguishable to humans but may be processed differently by a computer. If you think that this is intentional, you can safely ignore this warning. Use the Escape button to reveal them.

# ମୋର ନିୟମ ପାଳନ କର 
ଏହାକୁ ଏପରି ଅନୁବାଦ କରାଯାଇପାରେ, "ମୋର ନିୟମ ଯାହା ତୁମକୁ କରିବାକୁ କୁହାଯାଏ ତାହା କର" ଆଜ୍ଞା ପାଳନ କରିବା ଓ ନିୟମ ପାଳନ କରିବା ଦୁଇଗୋଟି ଭିନ୍ନ ବିଷୟ ନୁହଁ ଏହାକୁ ସ୍ପଷ୍ଟ କରିବାକୁ ଏହି ଭାବରେ କଲେ ଏହା କୁହାଯିବ , "ନିୟମ ରଖିବା ଦ୍ଵାରା ମୋର ଆଜ୍ଞା ପାଳନ କର" ପରମେଶ୍ଵର ସେଗୁଡିକୁ ଶୀଘ୍ର କହିବେ ଯାହା ତାହାଙ୍କ ନିୟମ କରିବାକୁ କହିଥାଏ
# ମୋର ସଞ୍ଚିତ ଉତ୍ତରାଧିକାର 
ଏହାକୁ ଏପରି ଅନୁବାଦ କରାଯାଇପାରେ, "ତୁମ୍ଭେମାନେ ମୋର ସଞ୍ଚିତ ଧନ ହେବ ଯାହାକୁ ମୁଁ ଅଧିକ ମୂଲ୍ୟବାନ୍ ଭାବେ" କିମ୍ବା, "ତୁମ୍ଭେମାନେ ମୋର ଲୋକମାନେ ହେବ ଯାହାକୁ ମୁ ଅନ୍ୟ କୌଣସି ଦଳ ର ଲୋକମାନଙ୍କ ଠାରୁ ଅଧିକ ମୁଲ୍ୟବାନ୍ ମନେକରେ" କିମ୍ବା, "ତୁମ୍ଭେ ମୋ ନିଜର ବହୁମୂଲ୍ୟ ଲୋକ ହେବ"
# ତୁମ୍ଭେମାନେ…ଏକ ରାଜକୀୟ ଯାଜକବଂଶ ହେବେ  
ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ ଯେପରି, "ମୁଁ ତୁମ୍ଭମାନଙ୍କର ରାଜା ହେବି ଏବଂ ତୁମ୍ଭେମାନେ ଯାଜକମାନଙ୍କ ପରି ହେବ " ଇସ୍ରାଏଲୀୟମାନେ ଅନ୍ୟ ଦେଶମାନଙ୍କୁ ପରମେଶ୍ଵରଙ୍କ ବିଷୟରେ ଶିକ୍ଷା ଦେବା ଉଚିତ୍ ଥିଲା ଏବଂ ଇସ୍ରାଏଲରେ ଇସ୍ରାଏଲୀୟ ଏବଂ ପରମେଶ୍ଵର ମଧ୍ୟରେ ଯାଜକମାନଙ୍କ ପରି ଏକ ମଧ୍ୟସ୍ଥ ଭାବରେ ରହିବା ଉଚିତ୍ ଥିଲା , .