or_obs-tn/content/12/13.md

1.6 KiB

ଆନନ୍ଦର ସହିତ ଅତିଶୟ ଉଲ୍ଲାସ କଲେ 

ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି ,'' ସେମାନେ ଅତ୍ୟଧିକ ଆନନ୍ଦିତ ଥିଲେ ଏବଂ ଏହା ଅତିଶୟ ଉଲ୍ଲାସିତ ସହକାରେ ଦେଖାଇଲେ'' କିମ୍ବା'' ସେମାନେ ହୃଦୟର ସହ ଦେଖିଲେ'' କିମ୍ବା''ସେମାନଙ୍କର ପୂରା ଶକ୍ତିରେ ପ୍ରକାଶ କଲେ,' ।'

ମୃତ୍ୟୁ ଓ ଦାସତ୍ଵ ଠାରୁ 

ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି,'' ବଧ ହେବା ଠାରୁ କିମ୍ବା ମିସରମାନଙ୍କ ଠାରୁ ଦାସ ଓ ଦାସୀ ହେବାଠାରୁ,''।

ସେବା କରିବାକୁ ମୁକ୍ତ ହେଲେ 

ପରମେଶ୍ଵର ମୁକ୍ତ କଲେ,କିମ୍ବା'' ଇସ୍ରାଏଲୀୟମାନଙ୍କ ଠାରୁ ଦାସତ୍ଵ ଅବସ୍ଥାରୁ ମୁକ୍ତକଲେ ଯେପରି ସେମାନେ ତାଙ୍କୁ(ପରମେଶ୍ଵର) ସେବା କରିପାରିବେ ।

ପରମେଶ୍ଵରଙ୍କର ପ୍ରଶଂସା 

କିଛି ଭାଷାରେ ଏହା ଏହିପରି ଅନୁବାଦ ହୋଇପାରେ,''ପରମେଶ୍ଵଙ୍କର ନାମକୁ ଉଚ୍ଛିକୃତ କଲେ " କିମ୍ବା, "କହିବି ଯେ ପରମେଶ୍ଵର ମହାନ ଅଟନ୍ତି"।'