or_obs-tn/content/12/11.md

2.1 KiB

ସୁରକ୍ଷିତ ଭାବରେ ଅପର ପାର୍ଶ୍ଵକୁ ନେଇଗଲେ 

ଏହା ଏହିପରି ଅନୁବାଦ କାରା ଯାଇପାରେ ଯେପରି ,''ଅପର ପାର୍ଶ୍ଵକୁ ସୁରକ୍ଷିତ ଭାବରେ,''କିମ୍ବା'''ଅପର ପାର୍ଶ୍ଵରେ ସୁରକ୍ଷିତ ଭାବରେ ପହଞ୍ଚିଲେ,'' କିମ୍ବା'' ସମୁଦ୍ର ଏବଂ ମିସରୀୟ ମାନଙ୍କ ଠାରୁ ଅପର ପାର୍ଶ୍ଵକୁ ସୁରକ୍ଷିତ ଭାବରେ ପହଞ୍ଚିଲେ ।

ତାଙ୍କ ବାହୁ ପୁନର୍ବାର ବିସ୍ତାର କରିବାକୁ  

ଏହା ଏହିପରି ଅନୁବାଦ କରାଯାଇ ପାରିବ ଯେପରି ,'' ତାଙ୍କ ବାହୁ ପୂନର୍ବାର ସମୁଦ୍ର ଉପରକୁ ଉଠାଇବାକୁ '' କିମ୍ବା ଯେପରି ଏକ ସିଧାସଳଖ ଆଦେଶ,ପରମେଶ୍ଵର ମୋଶାକୁ କହିଲେ,''ତୁମ୍ଭ ବାହୁକୁ ପୂନର୍ବାର ବିସ୍ତାର କର.''।

ଏହାର ପୂର୍ବ ଅବସ୍ଥାକୁ ଫେରିଲା 

ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି, "ଯେଉଁ ସ୍ଥାନରେ ରାସ୍ତା ଥିଲା ତାହା ପୁଣିଥରେ ଆଚ୍ଛାଦିତ ହେଲା," କିମ୍ବା "ପୁଣିଥରେ ସମ୍ପୂର୍ଣ୍ଣ ସମୁଦ୍ରକୁ ପୂର୍ଣ୍ଣ କଲା" କିମ୍ବା, "ପୁଣି ପୁର୍ବ ଅବସ୍ଥାକୁ ଫେରିଗଲା ଯେଉଁ ଠାରୁ ଏହା ବିସ୍ତାର ହୋଇଥିଲା ।"

ସମସ୍ତ ମିସରର ସେନାବାହିନୀ

ଏହାକୁ ଏହିପରି ଭାବେ ଅନୁବାଦ କରାଯାଇପାରେ ଯେପରି,'' ପ୍ରତ୍ୟେକ,'' ମିସରୀୟ ସେନାବାହିନୀର ପ୍ରତ୍ୟକ ବ୍ୟକ୍ତି ,'' ।