or_obs-tn/content/12/10.md

579 B

ସମୁଦ୍ର ମଧ୍ୟଦେଇ 

ଏହା ସମୁଦ୍ରରେ ଭୂମିର ନିମ୍ନ ଭାଗରେ ଥିବା ଶୁଷ୍କ ପଟ୍ଟୀରେ, ଉଭୟ ପାର୍ଶରେ ଜଳର ଏକ କାନ୍ଥପରି ଥିଲା ।

ଯନ୍ତ୍ରଣାରେ

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଭୟଭୀତ ହେବା ଏବଂ ଦ୍ଵନ୍ଦରେ ପଡିବା ।

ଫସିଗଲା 

ରଥଗୁଡିକ ଆଉ ଆଗକୁ ଯାଇପାରିଲେ ନାହିଁ