or_obs-tn/content/12/08.md

572 B

ଅଗ୍ରସର ହେଲେ

ଏହା ଏହିପରି ଭାବରେ ଅନୁବାଦ କରାଯାଇପାରେ ଯେମିତି, "ଚାଲିଲେ,କିମ୍ବା,ଗଲେ"।

ସେମାନଙ୍କ ଉଭୟ ପାର୍ଶ୍ଵରେ ଜଳର ଏକ କାନ୍ଥ  

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଏବଂ ସେମାନଙ୍କ ଉଭୟ ପାର୍ଶ୍ଵରେ ଜଳ ଉଚ୍ଚ ଭାବରେ ଏବଂ ସିଧା ଏକ କାନ୍ଥ ପରି ଠିଆ ହେଲା