or_obs-tn/content/12/04.md

5 lines
1.2 KiB
Markdown

# ସେମାନେ ସୁଫ ସମୁଦ୍ର ମଧ୍ୟରେ..... ଫସି ଯାଇଥିଲେ 
ଅନ୍ୟଭାବରେ କହିଲେ ଏହା ଏହିପରି ହେବ,"ଯେହେତୁ ସେମାନେ ତ୍ରାଣ ପାଇବା ପାଇଁ ସେଠାରେ ଆଉ କୌଣସି ସ୍ଥାନ ନଥିଲା କାରଣ ମିସରୀୟମାନେ ସେମାନଙ୍କ ପଛରେ ଥିଲେ ଏବଂ ସୁଫ ସମୁଦ୍ର ସେମାନଙ୍କ ସମ୍ମୁଖରେ ଥିଲା'' ।
# ସେମାନେ କହିଲେ “ଆମେ କାହିଁକି ମିସର ଛାଡିଲୁ?
ଏହାର ଅର୍ଥ,''ଆମକୁ ମିସରକୁ ଛାଡିବାର ନ ଥିଲା!'' । ସେମାନେ ପ୍ରକୃତରେ କାରଣଗୁଡିକ ପଚାରୁ ନଥିଲେ । । କାରଣ ସେମାନେ ଭୟଭୀତ ଥିଲେ, ଏହି ସମୟରେ ସେମାନେ ଇଚ୍ଛା କରୁଥିଲେ ଯେ ସେମାନେ ମିଶରକୁ ଛାଡ଼ିବାର ନ ଥିଲା (ଯଦିଓ ସେଠାରେ ସେମାନଙ୍କ ପାଇଁ ଅଧିକ କଠିନ ଥିଲା ) ।।