or_obs-tn/content/12/03.md

894 B

ଅଳ୍ପ ସମୟ ପରେ 

ହୁଏତ ଦୁଇ ଦିନ ବିତି ଯାଇଥିଲା । ଏହାକୁ ସ୍ପଷ୍ଟ କରିବା ନିମନ୍ତେ,ଏହିପରି ଅନୁବାଦ କରାଯାଇ ପାରେ, ଯେପରି,"ଅଳ୍ପ ଦିନ ପରେ" କିମ୍ବା, "ଇସ୍ରାଏଲୀୟମାନେ ମିସରକୁ ଛାଡିବାର କିଛି ଦିନ ପରେ"।

ସେମାନଙ୍କର ମନ ବଦଳାଇଲେ 

ଏହି ବାକ୍ୟାଂଶର ଅର୍ଥ, "ପୂର୍ବରୁ ଭିନ୍ନଭାବରେ ଚିନ୍ତା କରିବା ଆରମ୍ଭ କଲେ"। କେତେକ ଭାଷାରେ ଏକା ପ୍ରକାର ପ୍ରକାଶନ ଥାଇ ନପାରେ ,ଏବଂ ସିଧାସଳଖ ଏହାର ଅର୍ଥକୁ ପ୍ରକାଶ କରିଥାଏ ।