or_obs-tn/content/12/02.md

884 B

ଉଚ୍ଚ ମେଘ ସ୍ତମ୍ଭ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଏକ ଉଚ୍ଚ ମେଘ" କିମ୍ବା, "ମେଘ ଏକ ସ୍ତମ୍ଭ ସଦୃଶ୍ୟ ଆକୃତି ହେଲା" ।

ଉଚ୍ଚ ଅଗ୍ନିର ସ୍ଥମ୍ଭ 

ଏହି ଅଗ୍ନିର ସ୍ଥମ୍ବ ଥିଲା ଯାହା ବାୟୁରେ ଇସ୍ରାଏଲୀୟଙ୍କ ସମ୍ମୁଖରେ ଝୁଲି କିମ୍ବା ଭାସି ରହୁଥିଲା ।

ସେମାନଙ୍କୁ କଢାଉଥିଲେ  

ପରମେଶ୍ଵର ସେମାନଙ୍କ ସମ୍ମୁଖରେ ସ୍ତମ୍ଭକୁ ଅଗ୍ରଗତି କରିବା ଦ୍ଵାରା ପଥ ଦେଖାଇଥିଲେ ଏହିପରି ସେମାନେ ତାହା ଅନୁସରଣ କଲେ ।