or_obs-tn/content/11/08.md

1.1 KiB

ନିମନ୍ତେ ଡାକିଲେ 

ଏହି ଅର୍ଥ ଯେ ଫାରୋ ମୋଶା ଓ ହାରୋଣ ଙ୍କୁ ତାହାଙ୍କ ପାଖକୁ ଅସିବାକୁ ତାହାଙ୍କ ଦାସମାନଙ୍କୁ କହିବାକୁ କହିଲେ ।

ଏବଂ କହିଲେ 

ସେମାନେ ତାହାଙ୍କ ନିକଟକୁ ଆସିଲା ପରେ ଫାରୋ ମୋଶା ଓ ହାରୋଣଙ୍କୁ ଏହା କହିଲେ । କିଛି ଭାଷାରେ ଏହାକୁ ଏହିପରି ଅନୁବାଦ କରାଯାଇପାରେ ଯେପରି, "ଏବଂ ସେମାନଙ୍କୁ କହିଲେ," କିମ୍ବା, "ସେମାନେ ଆସିଲା ପରେ, ଫାରୋ ସେମାନଙ୍କୁ କହିଲେ ।"

ଏକ ବାଇବଲରୁ କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ:

ଯାତ୍ରାପୁସ୍ତକ 11:1

12:32