or_obs-tn/content/11/06.md

883 B

ପରମେଶ୍ଵରଙ୍କୁ ବିଶ୍ବାସ କଲେ ନାହିଁ କିମ୍ବା ତାଙ୍କ ଆଜ୍ଞାଗୁଡିକୁ ପାଳନ କଲେ ନାହିଁ 

କେତେକ ଭାଷାରେ ଏହା କହିବା ଅଧିକ ସ୍ୱାଭାବିକ ହୋଇପାରେ, ଇଶ୍ଵରଙ୍କୁ ବିଶ୍ଵାସ କଲେ ନାହିଁ ଏବଂ ତାଙ୍କ ଆଜ୍ଞାଗୁଡିକୁ ପାଳନ କଲେ ନାହିଁ."

ଅତିକ୍ରମ କଲେ ନାହିଁ

ଇଶ୍ଵର ସେମାନଙ୍କ ଗୃହଗୁଡିକ ଦେଇ ଅତିକ୍ରମ କଲେ ନାହିଁ । ବରଂ ସେ ପ୍ରତ୍ୟେକ ଗୃହରେ ଉପସ୍ତିତ ରହି ସେମାନଙ୍କ ଜ୍ୟେଷ୍ଠ ପୁତ୍ରଙ୍କୁ ମାରିଲେ ନାହିଁ ।