or_obs-tn/content/11/05.md

1.3 KiB

ଛାଡି ଦେଲେ 

ଏହା ଅର୍ଥ ପରମେଶ୍ଵର ସେହିଠାରେ ସେମାନଙ୍କ ପ୍ରତ୍ୟେକ ଘରଗୁଡିକ ଦେଇ ଚାଲିଗଲେ ଓ କାହାକୁ ସେଠାରେବଧକରିବାକୁ ବନ୍ଦ କଲେ ନାହିଁ । ଏହି ବାକ୍ୟନୁସାରେ ଯିହୁଦୀମାନଙ୍କ ଏକ ପର୍ବ "ନିସ୍ତାର ପର୍ବ" ନାମରେ ପରିଣତ ହେଲା ।"

ସେମାନେ ରକ୍ଷା ପାଇବେ 

ପରମେଶ୍ଵର ସେମାନଙ୍କ ପ୍ରଥମ ଜାତକୁ ମାରିଲେ ନାହିଁ ।

ମେଷଶାବକର ରକ୍ତ କାରଣରୁ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "କାରଣ ମେଷର ରକ୍ତ ସେମାନଙ୍କ ବାଜୁବନ୍ଦ ଉପରେ ଲାଗିଥିଲା" । ପରମେଶ୍ବର ଦେଖିଲେ ସେମାନେ ସେମାନଙ୍କ ମେଷକୁ ମାରିବା ଦ୍ଵାରା ପରମେଶ୍ଵରଙ୍କ ଆଜ୍ଞା ପାଳନ କରିଥିଲେ, ତେଣୁ ସେ ସେମାନଙ୍କର ପୁତ୍ରମାନଙ୍କୁ ମାରିଲେ ନାହିଁ ।