or_obs-tn/content/11/04.md

766 B

ପ୍ରତ୍ୟେକ ପ୍ରଥମଜାତ ପୁତ୍ର 

ଏହା ଅର୍ଥ ପ୍ରତ୍ୟେକ ପ୍ରଥମଜାତ ପୁତ୍ର ର ପରିବାରମାନେ ଯେଉଁମାନେ ରକ୍ତର ବଳିଦାନ କରିନଥିଲେ, ତ ସେମାନେ ମିସରୀୟ ଥିଲେ । ଏହା ସ୍ପଷ୍ଟ କରିବାକୁ ଆପଣ ଏଥିରେ କିଛି ଯୋଡିପାରନ୍ତି, "ପ୍ରତ୍ୟେକ ମିଶରୀୟ ପ୍ରଥମଜାତ ପୁତ୍ର" (ଯେହେତୁ ସମସ୍ତ ଇସ୍ରାଏଲୀୟ ପରିବାରମାନେ ସେମାନଙ୍କର ଦ୍ଵାରବନ୍ଧ ଉପରେ ରକ୍ତ ଲଗାଇନଥିଲେ) ।