or_obs-tn/content/11/02.md

557 B

ପରମେଶ୍ଵର ଯୋଗାଇଲେ 

ପରମେଶ୍ଵର କେବଳ ଯିଏ ଇସ୍ରାଏଲୀୟମାନଙ୍କ ପୁତ୍ରମାନଙ୍କୁ ମୃତ୍ୟୁରୁ ରକ୍ଷା କରିବା ପାଇଁ ପଥ ପ୍ରସ୍ତୁତ କରିପାରିବେ ।

ନିଖୁନ୍ତ ମେଷଶାବକ 

ତାହା ହେଉଛି, "ଏକ ଯୁବା ମେଷ କିମ୍ବା ଏକ ଛେଳି ଯାହାର କୌଣସୀ ଦୋଷ ଏବଂ ତ୍ରୁଟି ନାହିଁ." ।