or_obs-tn/content/10/12.md

1.4 KiB

ନଅ ଗୋଟି ମହାମାରୀ 

ଏହାର ଅର୍ଥ, "ଏହି ନଅଗୋଟି ଦୁର୍ଦ୍ଧଶା ଗୁଡିକ ଯାହା ପରମେଶ୍ଵର ଘଟାଇଲେ."

ଏ ପର୍ଯ୍ୟନ୍ତ ଫାରୋ ନ ଶୁଣିବାରୁ 

ଏହାକୁ ଏପରି ଅନୁବାଦ କରାଯାଇପାରେ, " ଯେହେତୁ ଯାହା ପରମେଶ୍ବର ତାହାକୁ କରିବାକୁ କହୁଥିଲେ ଫାରୋ କରିବ ନାହିଁ ''କିମ୍ବା''ଯେହେତୁ ପରମେଶ୍ଵରଙ୍କର ଆଜ୍ଞାକୁ ପାଳନ କରିବାକୁ ଫାରୋ ମନା କଲେ,''

ଏହା ଫାରୋଙ୍କ ମନକୁ ପରିବର୍ତ୍ତନ କରିବ 

ଅନ୍ୟ ଭାବରେ କହିଲେ ଏହା ଏହିପରି ହୋଇପାରେ,"ଏହି ଶେଷ ମହାମାରୀ ପରମେଶ୍ଵରଙ୍କର ବିଷୟରେ ଫାରୋର ମନକୁ ସେ କିପରି ପରିବର୍ତ୍ତନ କରିବ ଏବଂ ସେ ଇସ୍ରାଏଲୀୟମାନଙ୍କୁ ମୁକ୍ତି କରିବ,''।

ଏକ ବାଇବଲର କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ: