or_obs-tn/content/10/11.md

745 B

ପରମେଶ୍ଵର ଅନ୍ଧକାର କଲେ 

ଅଧିକାଂଶ ମିସର ଉପରେ ପରମେଶ୍ଵର ଅନ୍ଧକାର ଘଟାଇଲେ I ଅନ୍ୟ ଅର୍ଥରେ, ପରମେଶ୍ଵର ମିସରର ଏହି ଅଂଶରୁ ଆଲୋକକୁ ଦୂର କଲେ I

ଅନ୍ଧକାର ତାହା ତିନି ଦିନ ପର୍ଯନ୍ତ ରହିଲା 

ଏହି ଅନ୍ଧକାର ସାଧାରଣ ରାତ୍ରିଠାରୁ ଅଧିକ ଅନ୍ଧକାର ଥିଲା, ଓ ତାହା ନିରବଚ୍ଛିନ୍ନ ଭାବରେ ପ୍ରାୟ ତିନିଦିନ ସମ୍ପୁର୍ଣ ଭାବରେ ଅନ୍ଧକାରରେ ରହିଲା ।