or_obs-tn/content/10/10.md

666 B

ପଙ୍ଗପାଳର ଦଳ 

ପଙ୍ଗପାଳଗୁତିକ ହେଲେ କର୍କଶ ଜିବ ଯେଉଁମାନେ ପଙ୍ଗପାଳର ଦଳ ହୋଇ ଏକତ୍ର ଉଡନ୍ତି କିମ୍ବା ବୃହତ୍ ଦଳ, ଏବଂ ସେମାନେ ସମସ୍ତ ପ୍ରକାରର ବୃକ୍ଷଳତା ଓ ଖାଦ୍ୟଶସ୍ୟକୁ ଖାଇ ବିନାଶ କରିପାରନ୍ତି I

ଶିଳାବୃଷ୍ଟି 

ଶିଳାବୃଷ୍ଟି ବରଫ୍ ପରି କୁଆ ପଥର ମେଘରୁ ବର୍ଷା ଯେପରି ବର୍ଷେ ସେହିପରି ବର୍ଷିଲା I