or_obs-tn/content/10/08.md

1.0 KiB

ତାପରେ 

ଏହାର ଅର୍ଥ, ପରେ ପରମେଶ୍ଵର ମିସରୀୟମାନଙ୍କ' ଚମଡାଉପରେ ଏକ ବିଶ୍‍ପୋଟକ ଘା ସୃଷ୍ଟି କଲେ .

ପରମେଶ୍ଵର ଶିଳାବୃଷ୍ଟି କଲେ 

ପରମେଶ୍ଵର ଶିଳାବୃଷ୍ଟି ଆକାଶରୁ ଘଟାଇଲେ I

ଶିଳାବୃଷ୍ଟି 

ଶିଳାବୃଷ୍ଟି ବରଫ୍ ପରି କ୍ଷୁଦ୍ର ମେଘରୁ ବର୍ଷା ଯେପରି ବର୍ଷେ ସେହିପରି ବର୍ଷିଲା I ଏଗୁଡିକ ଅତି କ୍ଷୁଦ୍ର କିମ୍ବା ଅତି ବୃହତ ହୋଇପାରେ I ବୃହତ ଆକାରର ଯହାଉପରେ ପଡିବ ତାହା କ୍ଷତ କିମ୍ବା ବଧ କରିପାରେ I

ତୁମେ ଯାଇପାର 

ବାକ୍ୟ "ତୁମକୁ" ମୋଶା, ହାରୋଣ, ଓ ଇସ୍ରାଏଲୀୟମାନଙ୍କୁ ଦର୍ଶାଏ I