or_obs-tn/content/10/05.md

1.4 KiB

ପରମେଶ୍ଵର ମହାମାରୀକୁ ପଠାଇଲେ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ପରମେଶ୍ଵର ସେଠାରେ ଏକ ମହାମାରୀ ଘଟାଇଲେ " କିମ୍ବା, "ପରମେଶ୍ଵର ପଙ୍ଗପାଳ ମହାମାରୀ ମିସର ସମସ୍ତ ସ୍ତାନ ଉପରେ ଘଟାଇଲେ."

ପଙ୍ଗପାଳ 

ଏଗୁଡିକ ଅତି କ୍ଷୁଦ୍ର,ତିବ୍ର ଯନ୍ତ୍ରଣାଦାୟକ,ଉତ୍ୟକ୍ତ କରୁଥିବା କିଟଦଳ ଗୁଡିକ ଥିଲେ ଏବଂ ମିସରର ସମସ୍ତ ଲୋକ ଓ ପଶୁମାନଙ୍କ ଉପରେ

ମାଛିଗୁଡ଼ିକ 

ଏଗୁଡିକ ଅତିଶୟ ବୃହତ୍ ଉଡନ୍ତା କୀତ ଥିଲେ ଏବଂ ଉଦ୍‍ପିଡ଼କ ଏବଂ ଧଂସକାରୀ ଥିଲେ I ସେଠାରେ ଅନେକ ଦଂଶନକାରୀ ମାଛି ଥିଲେ ଯେ ସେମାନେ ମିସରର ସମସ୍ତ ବିଷୟକୁ ଆଚ୍ଛାଦନ କରିଥିଲେ , ଏମିତିକି ମିସରିୟ ଘରଗୁଡିକରେ ମଧ୍ୟ ପୁର୍ଣ୍ଣ ହୋଇଥିଲେ

ହୃଦୟକୁ କଠିନ କଲେ 

ଟିପ୍ପଣୀରେ ଦେଖ 10-04.