or_obs-tn/content/10/03.md

489 B

ନୀଳନଦୀ ରକ୍ତରେ ପରିଣତ କରିଦେଲେ  

କିଛି ଭାଷାରେ କହିବା ଆବଶ୍ୟକ କରିପାରେ , "ନୀଳନଦୀର ଜଳକୁ ରକ୍ତରେ ପରିଣତ କଲେ''। ବଦଳରେ ନଦୀର ଜଳ ହେଲା ରକ୍ତ, ତେଣୁ ମାଛଗୁଡିକର ମୃତ୍ୟୁ ହେଲା ଏବଂ ଲୋକମାନ ପିଇବାକୁ ଜଳ ପାଇଲେ ନାହିଁ I