or_obs-tn/content/10/02.md

1.5 KiB

ଲୋକମାନେ

ଏହା ଇସ୍ରାଏଲ୍ ଲୋକମାନଙ୍କୁ ସ୍ଵଚାଏ, ମଧ୍ୟ ଡକା ଯା'ନ୍ତି “ଇସ୍ରାଏଲୀୟମାନେ”।

ଦଶଟି ଭୟଙ୍କର ମହାମାରୀ

ମହାମାରୀ ଏକ ମନ୍ଦ ବା ଭୟଙ୍କର ତାଡନା ଯାହାକି କାହା ଉପରେ ବା କୌଣସି ବିଷୟ ଉପରେ ହୁଏ । ସାଧାରଣ ଭାବରେ ଏକ ମହାମାରୀ ଅନେକ ପ୍ରଭାବିତ ଲୋକମାନଙ୍କୁ କିମ୍ବା ଏକ ବୃହତ୍ ଭୌଗୋଳିକ କ୍ଷେତ୍ରକୁ ଦର୍ଶାଏ । ଅନ୍ୟ ଶବ୍ଦ ''ମହାମାରୀ'' ପାଇଁ , "ଦୁର୍ଦ୍ଧଶା."ହେବ

ମିସରର ସମସ୍ତ ଦେବତାଗଣ 

ଏହା କହିବା ଅଧିକ ସ୍ପଷ୍ଟ ହେବ, "ସମସ୍ତ ଦେବତା ବା ପ୍ରତିମାଗୁଡିକ ଯାହା ମିସରୀୟ ଲୋକମାନେ ଉପାସନା କରୁଥିଲେ" । ମିସରର ଲୋକମାନେ ଅନେକ ଭ୍ରାନ୍ତ ଈଶ୍ଵରମାନଙ୍କୁ ଉପାସନା କରୁଥିଲେ । ଏହି ମିଛ ଦେବତାଗଣ ହୁଏତ ଆତ୍ମା ଥିଲେ ଯାହାକୁ ଇସ୍ରାଏଲର ଈଶ୍ଵର ସୃଷ୍ଟି କରିଥିଲେ, କିମ୍ବା ସେମାନଙ୍କର ପ୍ରକୃତରେ ଅସ୍ତିତ୍ଵ ନଥିଲା ।