or_obs-tn/content/10/01.md

1.3 KiB

ଫାରୋଙ୍କ

ନିକଟକୁ “ ଏହା ସ୍ଵଷ୍ଟରେ କୁହାଯାଇ ପାରେ ଯେ, ଫାରୋଙ୍କର ରହିବା ସ୍ଥାନକୁ କଥା ହବାକୁ ଗଲେ ” ।

ଇସ୍ରାଏଲର ଇଶ୍ଵର

ଏହାକୁ ଏହିପରି ଅନୁବାଦିତ କରାଯିବ, ଇଶ୍ଵର, ଯେକି ଇସ୍ରାଏଲୀୟମାନଙ୍କୁ ତାଙ୍କର ଲୋକ ହେବା ନିମନ୍ତେ ମୋନୋନୀତ କଲେ”, ଅଥବା “ଇଶ୍ଵର, ଇସ୍ରାଏଲ୍ ଲୋକମାନଙ୍କୁ ଶାସନ କରନ୍ତି”, ଅଥବା, ଯେଉଁ ଈଶ୍ଵରଙ୍କୁ ଇସ୍ରାଏଲମାନେ ଉପାସନା କରନ୍ତି” ।

ମୋର ଲୋକମାଙ୍କୁ ଯିବାକୁ ଦିଅ

ଅନ୍ୟ ଭାବରେ ଏହା କୁହାଯିବ, “ ମୋର ଲୋକମାଙ୍କୁ ଯିବାକୁ ଅନୁମତି ଦିଅ” ଅଥବା, ମିସରରୁ ମୋର ଲୋକମାନଙ୍କୁ ମୁକ୍ତିକରି ଦିଅ ।'' ମୋର ଲୋକ- ଦେଖ “ମୋର ଲୋକ ” (09-13 ରେ)

ଶୁଣିବାକୁ

ଏହାକୁ ଅନୁବାଦ ଏହିପରି କରାଯାଇ ପାରେ “ଶୁଣ” ବା “ମାନିବା” ।