or_obs-tn/content/09/13.md

7 lines
1.7 KiB
Markdown

# ମୋ ଲୋକମାନଙ୍କ କ୍ଲେଶ
ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ “ମୋ ଲୋକମାନେ ଅନୁଭବ କରୁଥିବା ଅତି କଠୋର ବ୍ୟବହାର । କିଛି ଭାଷା ଏହାକୁ ଏହିପରି ଭାବରେ ଅନୁବାଦ କରିଥାଇପାରନ୍ତି “ମିସରୀୟମାନେ କିପରି ମୋ ଲୋକମାନଙ୍କୁ ଭୟଙ୍କର ଯନ୍ତ୍ରଣା ଦେଉଅଛନ୍ତି ।”
# ମୋ ଲୋକମାନେ
ଏହା ଇସ୍ରାଏଲୀୟମାନଙ୍କୁ ସୂଚାଏ । ଅବ୍ରହାମ ଓ ତାହାଙ୍କ ବଂଶଧରଙ୍କ ପ୍ରତି ଈଶ୍ଵର ଏକ ନିୟମ କଲେ ଯେ ସେ ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ସେମାନଙ୍କୁ ଏକ ବୃହତ ଦେଶରେ ପରିଣତ କରିବେ । ଏହି ନିୟମ ଦେଇ, ଇସ୍ରାଏଲୀୟମାନେ ଈଶ୍ଵରଙ୍କ ଲୋକରେ ପରିଣତ ହେଲେ ।
# ମିସରରେ ସେମାନଙ୍କ ଦାସତ୍ଵ ଅବସ୍ଥାରୁ ବାହାର କରି ଆଣିବା
ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ “ମିସରରେ ସେମାନଙ୍କୁ ଦାସ ହେବାରୁ ମୁକ୍ତ କରିବା” ବା “ବର୍ତ୍ତମାନ ଯେଉଁ ମିସରରେ ସେମାନେ ଦାସ ଅଛନ୍ତି ସେମାନଙ୍କୁ ସେଥିରୁ ବାହାର କରି ଆଣିବା ।”