or_obs-tn/content/09/08.md

5 lines
837 B
Markdown

# ବଡ ହେଲା ପରେ
ଅନ୍ୟ ଭାବରେ ଏହାକୁ ଏହିପରି ଭାବରେ କୁହାଯିବ “ଜଣେ ବୟସ୍କ ପୁରୁଷରେ ପରିଣତ ହୋଇଥିଲେ ।”
# ସାଥି ଇସ୍ରାଏଲୀୟ
ଏହି ବାକ୍ୟାଂଶ ଇସ୍ରାଏଲୀୟ ଦାସଙ୍କୁ ସୂଚାଏ । ଏଠାରେ ଉଲ୍ଲିଖିତ “ଅନୁଗାମୀ”( fellow) ଦର୍ଶାଏ ଯେ ମୋଶା ମଧ୍ୟ ଜଣେ ଇସ୍ରାଏଲୀୟ ଥିଲେ । ଯଦିଓ ଫାରୋଙ୍କ କନ୍ୟା ମୋଶାଙ୍କୁ ପ୍ରତିପାଳନ କରି ବଢାଇଥିଲେ, ମୋଶା ସ୍ମରଣ କରିଥିଲେ ଯେ ସେ ପ୍ରକୃତରେ ଜଣେ ଇସ୍ରାଏଲୀୟ ।