or_obs-tn/content/09/07.md

583 B

ତାହାଙ୍କ ନିଜ ପୁତ୍ର ଭାବେ ଗ୍ରହଣ କଲେ

ସେ ଜଣେ ରାଜକୁମାରୀ ଥିଲେ । ସେ ଯେତେବେଳେ ତାହାଙ୍କୁ ନିଜ ପୁତ୍ର କଲେ, ସେ (ମୋଶା) ମିଶରର ରାଜକୁମାର ହେଲେ ।

ତାହାକୁ ଲାଳନପାଳନ କରିବା ନିମନ୍ତେ

ଏହାକୁ ଅନ୍ୟ ଭାବରେ କହିଲେ ଏହିପରି ହେବ “ତାହାକୁ ସ୍ତନ୍ୟପାନ କରାଇବାକୁ ।”