or_obs-tn/content/09/03.md

1.1 KiB

ଦୁଃଖଦାୟକ

ଏହାର ଅର୍ଥ ହେଉଛି ଯେ ଯେତେ କଠିନ ଭାବରେ ସେମାନଙ୍କୁ ବ୍ୟବହାର କରାଗଲା ଓ ଯେତେ କଠିନ ଭାବରେ ସେମାନଙ୍କୁ କାର୍ଯ୍ୟ କରିବାକୁ କୁହାଗଲା ସେଥିଯୋଗୁଁ ସେମାନେ ଅତି ଭୟଙ୍କର ଭାବେ କ୍ଲେଶ ପାଇଲେ । ସେମାନେ ମଧ୍ୟ ଅତି ନିରୁତ୍ସାହିତ ହୋଇଯାଇଥିଲେ ।

ଈଶ୍ଵର ସେମାନଙ୍କୁ ଆଶୀର୍ବାଦ କଲେ

ଈଶ୍ଵର ସେମାନଙ୍କର ଯତ୍ନ ନେଲେ, ସେମାନେ ଯେପରି କଠିନ ବ୍ୟବହାରକୁ ସହ୍ୟ କରିପାରିବେ ସେଥିପାଇଁ ସେମାନଙ୍କୁ ସାହାଯ୍ୟ କଲେ ଏବଂ ସେମାନଙ୍କୁ ସନ୍ତାନସନ୍ତତି ଦେଇ ସେମାନଙ୍କ ସଂଖ୍ୟା ବୃଦ୍ଧି କଲେ ।