or_obs-tn/content/09/02.md

949 B

ଫାରୋ:

“ଫାରୋ” ହେଉଛି ଏକ ମିସରୀୟ ଶବ୍ଦ ଯାହା ସେମାନଙ୍କ ରାଜାଙ୍କୁ ସୂଚାଏ । ଏହି ଫାରୋ ବୋଧହୁଏ ମୃତ୍ୟୁଭୋଗ କରିଥିବା ପୂର୍ବ ଫାରୋଙ୍କ ପୁତ୍ର ଥିଲେ, ଯିଏ ସେହି ଫାରୋଙ୍କର ବଂଶଧର ଥିଲେ ଯାହାଙ୍କୁ ଯୋଷେଫ ଜାଣିଥିଲେ ।

ଇସ୍ରାଏଲୀୟମାନଙ୍କୁ କ୍ରୀତଦାସ କଲେ

ତାହାର ଅର୍ଥ ହେଉଛି “ଇସ୍ରାଏଲୀୟମାନଙ୍କ ଇଛା ବିରୁଦ୍ଧରେ ସେମାନଙ୍କୁ ବଳପୂର୍ବକ କଠିନ କାର୍ଯ୍ୟ କରାଉଥିଲେ ଏବଂ ସେମାନଙ୍କୁ ଅତି ନିର୍ଦ୍ଦୟ ଭାବରେ ବ୍ୟବହାର କରୁଥିଲେ ।